ବ୍ୟାଙ୍କିଂକୁ ଇଂଟରନେଟ୍ ବ୍ୟାଙ୍କିଂ ଏବଂ ମୋବାଇଲ ବ୍ୟାଙ୍କିଂ ଜରିଆରେ ଆହୁରୀ ସରଳ କରାଯାଇପାରିବ । ଏହା ବ୍ୟତୀତ ଯଦି ଆପଣଙ୍କ ମୋବାଇଲ ନମ୍ବର ବ୍ୟାଙ୍କରେ ରେଜିଷ୍ଟର ରହିଛି ତେବେ ଆପଣଙ୍କୁ ଆପଣଙ୍କର ଆକାଉଂଟ୍ ସମ୍ବନ୍ଧିତ ସମସ୍ତ ତଥ୍ୟ ବ୍ୟାଙ୍କ ସୂଚିକ କରିବାରେ କୌଣସି କୁଣ୍ଠାବୋଧ କରିନପାରେ । ଖାଲି ସେତିକି ନୁହେଁ ଆପଣ ଚାହିଁଲେ ମୋବାଇଲ ବ୍ୟାଙ୍କିଂ ଏବଂ ଇଂଟରନେଟ ବ୍ୟାଙ୍କିଂ ମାଧ୍ୟମରେ ଆତି ସହଜରେ ନିଜର ବ୍ୟାଙ୍କ ଆକାଉଂଟର ବାଲାନ୍ସ ସମ୍ବନ୍ଧରେ ଜାଣିବାପାରିବେ । ହେଲେ ଏଥିପାଇଁ ଆପଣଙ୍କ ନିକଟରେ ଇଂଟରନେଟ୍ ସୁବିଧା ଥିବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ପାଖରେ ଇଂଟରନେଟ୍ ସୁବିଧା ନଥାଏ ତେବେ ଆପଣ ଅନ୍ୟ ଏକ ଉପାୟରେ ବି ଆପଣଙ୍କର ବାଲାନ୍ସ ସଂପର୍କିତ ସୂଚନା ପାଇପାରିବେ ଆଉ ସେ ହେଲା ବ୍ୟାଙ୍କର ଟୋଲ ଫ୍ରି ନମ୍ବରରେ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରରୁ କଲ କରି ।
ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ସଂପର୍କରେ ଅବଗତ କରାଇ ବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଘରେ ବସି ଅତି ସହଜରେ କୌଣସି ବି ବ୍ୟାଙ୍କରେ ଥିବା ନିଜ ଖାତାର ବାଲାନ୍ସ ଚେକ୍ କରିପାରିବେ । ଆଉ ସେ ପୁଣି କେବଳ ନିଜର ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ ଗୋଟିଏ ନମ୍ବର ଡାଏଲ କରି । ଯେତେବେଳେ ଆପଣ ପ୍ରଥମ ଥର ଏହି କୋଡକୁ ଡାଏଲ କରି ନିଜର ଡିଟେଲ୍ସ ମାଗିବେ ତେବେ ସେତେବେଳେ ଆପଣଙ୍କୁ ବି କିଛି ଡିଟେଲ୍ସ ସେଠାରେ ଦେବାକୁ ପଡିବ । ଯେପରିକି, ବ୍ୟାଙ୍କର ନାଁ, କାର୍ଡ ନମ୍ବର ଇତ୍ୟାଦି । ଏହାପରେ ଯେବେବି ବ୍ୟାଙ୍କ ଡିଟେଲ୍ସ ଚେକ୍ କରିବେ ଆପଣଙ୍କୁ ପୁଣି ଥରେ ଆଉ ଏହି ତଥ୍ୟ ଦେବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା ।
State Bank of India – * 99* 41#
Punjab National Bank – * 99* 42#
HDFC Bank – * 99* 43#
ICICI Bank – * 99* 44#
AXIS Bank – * 99* 45#
Canara Bank – * 99* 46#
Bank Of India – * 99* 47#
Bank of Baroda – * 99* 48#
IDBI Bank –* 99* 49#
Union Bank of India – * 99* 50#
Central Bank of India – * 99* 51#
India Overseas Bank – * 99* 52#
Oriental Bank of Commerce – * 99* 53#
Allahabad Bank – * 99* 54#
Syndicate Bank – * 99* 55#
UCO Bank – * 99* 56#
Corporation Bank – * 99* 57#
Indian Bank – * 99* 58#
Andhra Bank – * 99* 59#
Bank of Maharashtra – * 99* 61#
United Bank of India – * 99* 63#
Vijaya Bank – * 99* 64#
Dena Bank – * 99* 65#
Yes Bank – * 99* 66#
Kotak Mahindra Bank – * 99* 68#
IndusInd Bank – * 99* 69#
Punjab and Sind Bank – * 99* 71#
Federal Bank – * 99* 72#
South Indian Bank – * 99* 74#
Karur Vysya Bank – * 99* 75#
Karnataka Bank – * 99* 76#
Tamilnad Mercantile Bank –* 99* 77#
DCB Bank – * 99* 78#
Ratnakar Bank – * 99* 79#
Nainital Bank – * 99* 80#
Janata Sahakari Bank – * 99* 81#
Mehsana Urban CoOperative Bank – * 99* 82#
NKGSB Bank – * 99* 83#
Saraswat Bank – * 99* 84#
Apna Sahakari Bank – * 99* 85#
Bhartiya Mahila Bank – * 99* 86#
Abhyudaya CoOperative Bank – * 99* 87#
Punjab & Maharashtra Cooperative Bank – * 99* 88#
Hasti CoOperative Bank – * 99* 89#
Gujarat State CoOperative Bank – * 99* 90#
Kalupur Commercial CoOperative Bank – * 99* 91#