‘ଡେଡିକେଟେଡ୍ କୋରିଡୋର କର୍ପୋରେସନ ଅଫ୍ ଇଣ୍ଡିଆ’ରେ ବିଭିନ୍ନ ବିଭାଗର ଅନେକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଆବେଦନ କରିବା ପାଇଁ ଏହାର ନିୟମାବଳୀଗୁଡିକ ରହିଛି -

Advertisment

ପଦଗୁଡିକର ବିବରଣୀ: ଓର୍କସ୍ ଇଂଜିନିୟର

ବୟସ ସୀମା: ୧୮ ବର୍ଷରୁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ

ଶିକ୍ଷାଗତ ଯୋଗ୍ୟତା: ସିଭିଲ୍ ଇଂଜିନିୟରିଂରେ ଡିଗ୍ରୀ ଥିବା ଜରୁରୀ ଅଟେ ।

ସାକ୍ଷାତକାର ତାରିଖ: ୨୯ ଏପ୍ରିଲ, ୨୦୧୭

ଆବେଦନ ଶୁଳ୍କ: ସମସ୍ତ ବର୍ଗର ଆବେଦନକାରୀଙ୍କ ପାଇଁ ଏହା ସଂପୂର୍ଣ୍ଣ ମାଗଣା ଅଟେ ।

କେମିତି କରିବେ ଆବେଦନ: ତେବେ ଇଚ୍ଛୁକ ପ୍ରାର୍ଥୀମାନେ ଦର୍ଶାଯାଇଥିବା ୱେବସାଇଟ ତଥା ‘ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଡିଏଫସିସିଆଇଏଲ ଡଟ୍ ଜିଓଭି ଡଟ୍ ଇନ୍’କୁ ଯାଇ ଆବେଦନ ପତ୍ରକୁ ଡାଉନଲୋଡକରି ତାକୁ ପୁରଣ କରନ୍ତୁ ଏବଂ ଦର୍ଶାଯାଇଥିବା ସମସ୍ତ ତଥ୍ୟ ସହିତ ନଜର ପରିଚୟ ପତ୍ର ଏବଂ ଫଟୋ ନେଇ ନିର୍ଦ୍ଧାରିତ ସ୍ଥାନରେ ଯାଇ ଭେଟନ୍ତୁ ।

ଭେଟିବା ସ୍ଥାନ: ଡିଏଫସିସିଆଇଏଲ ସିପିଏମ ଅଫିସ,ଏ-୧,ସର୍କୃଲର ରୋଡ୍ ପାଖ ଏସପି ରେଲୱେ ଜିଆରପି ଅଫିସ ଅଜମେର-୩୦୫୦୦୧ ।

                                                                                ସୌଜନ୍ୟ: ଅମର ଉଜାଲା