ପୁଣି ବେଙ୍ଗାଲୁରରେ ଲଜ୍ଜା ! ସିସିଟିଭିରେ କଏଦ ହେଲା ମହିଳାଙ୍କୁ ଅସଦାଚରଣର ଦୃଶ୍ୟ

Advertisment
ପୁଣି ବେଙ୍ଗାଲୁରରେ ଲଜ୍ଜା ! ସିସିଟିଭିରେ କଏଦ ହେଲା ମହିଳାଙ୍କୁ ଅସଦାଚରଣର ଦୃଶ୍ୟ

Source: amarujala.com

ମହିଳାଙ୍କ ସୁରକ୍ଷା ଉପରେ ପୁଣି ଥରେ ବେଙ୍ଗାଲୁର ହେଲା ଲଜ୍ଜିତ । ସେସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଯେଉଁଥିରେ ଏକ ବାଇକରେ ସବାର ହୋଇଥିବା ଦୁଇ ଜଣ ଯୁବକ ରାସ୍ତାରେ ଯାଉଥିବା ଯୁବତୀଙ୍କୁ ଅସଦାଚରଣ କରିଛନ୍ତି । ଆଉ ଯାହାର ସଦ୍ୟ ଚିତ୍ର ସେଠାରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ଏହାକୁ ଦେଖିବା ପରେ ଏବେ ସହରରେ ମହିଳାଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ? ତେବେ ଦେଖନ୍ତୁ ଏହି ଭିଡିଓକୁ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe