ମହିଳାଙ୍କ ସୁରକ୍ଷା ଉପରେ ପୁଣି ଥରେ ବେଙ୍ଗାଲୁର ହେଲା ଲଜ୍ଜିତ । ସେସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଯେଉଁଥିରେ ଏକ ବାଇକରେ ସବାର ହୋଇଥିବା ଦୁଇ ଜଣ ଯୁବକ ରାସ୍ତାରେ ଯାଉଥିବା ଯୁବତୀଙ୍କୁ ଅସଦାଚରଣ କରିଛନ୍ତି । ଆଉ ଯାହାର ସଦ୍ୟ ଚିତ୍ର ସେଠାରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ଏହାକୁ ଦେଖିବା ପରେ ଏବେ ସହରରେ ମହିଳାଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ? ତେବେ ଦେଖନ୍ତୁ ଏହି ଭିଡିଓକୁ-
ପୁଣି ବେଙ୍ଗାଲୁରରେ ଲଜ୍ଜା ! ସିସିଟିଭିରେ କଏଦ ହେଲା ମହିଳାଙ୍କୁ ଅସଦାଚରଣର ଦୃଶ୍ୟ
/kanak/media/post_attachments/wp-content/uploads/2017/03/Bengaluru.jpg)