ଅନଲାଇନ ବ୍ୟାଙ୍କିଂ ଏବେ ସବୁକିଛି ସରଳ କରିଦେଇଛି । ବ୍ୟାଙ୍କଖାତାଧାରକ ଏଭଳି କିଛି ସିକ୍ରେଟ କୋଡ ମନେ ରଖିବା ଉଚିତ । ଯାହାଦ୍ୱାରା ଆପଣଙ୍କର ଅଧା ଅସୁବିଧା ଦୂର ହୋଇଯିବ । ଅର୍ଥାତ୍ ଯଦି ଆପଣ ଆପଣଙ୍କର ଆକାଉଂଟର ବାଲାନ୍ସ ଘରେ ବସି ଚେକ୍ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ବ୍ୟାଙ୍କ ତରଫରୁ କିଛି ୟୁଏସଏସଡି କୋଡ ନିର୍ଧାରିତ କରିଛି । ଯେଉଁଥିରେ ଆପଣ ଆପଣଙ୍କର ଖାତାର ସମସ୍ତ ଡିଟେଲ୍ସ ଗୋଟିଏ କ୍ଲିକରେ ଜାଣିପାରିବେ ଏବଂ ଆପଣଙ୍କୁ ଆଉ ବ୍ୟାଙ୍କର ଚକ୍କର କାଟିବାକୁ ପଡିବନି । ବ୍ୟାଙ୍କ ଅଧିକାରୀଙ୍କ ସୂଚନା ମୁତାବକ, ଯେତେବେଳେ ଆପଣ ପ୍ରଥମ ଥର ପାଇଁ ନମ୍ବର ଡାଏଲ କରିବେ ତେବେ ଆପଣଙ୍କୁ ଏଥିରେ ଆପଣଙ୍କର କିଛି ଡିଟେଲ ଦେବାକୁ ପଡିବ । ଏହାପରେ ଆପଣ ରେଜିଷ୍ଟର୍ଡ ହୋଇଯିବେ ଏବଂ କେବେବି ସହଜରେ ଡିଟେଲ୍ସ ଚେକ୍ କରିପାରିବେ । କିନ୍ତୁ ଧ୍ୟାନ ରଖିବେ କି, ଏଥିପାଇଁ ଆପଣଙ୍କ ମୋବାଇଲରେ ବାଲନ୍ସ ଥିବା ଜରୁରୀ । ନଚେତ୍ ଆପଣ ରେଜିଷ୍ଟର୍ଡ କରିପାରିବେ ନାହିଁ ।
ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ସଂପର୍କରେ ଅବଗତ କରାଇ ବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଘରେ ବସି ଅତି ସହଜରେ କୌଣସି ବି ବ୍ୟାଙ୍କରେ ଥିବା ନିଜ ଖାତାର ବାଲାନ୍ସ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ।
State Bank of India – * 99* 41#
Punjab National Bank – * 99* 42#
HDFC Bank – * 99* 43#
ICICI Bank – * 99* 44#
AXIS Bank – * 99* 45#
Canara Bank – * 99* 46#
Bank Of India – * 99* 47#
Bank of Baroda – * 99* 48#
IDBI Bank –* 99* 49#
Union Bank of India – * 99* 50#
Central Bank of India – * 99* 51#
India Overseas Bank – * 99* 52#
Oriental Bank of Commerce – * 99* 53#
Allahabad Bank – * 99* 54#
Syndicate Bank – * 99* 55#
UCO Bank – * 99* 56#
Corporation Bank – * 99* 57#
Indian Bank – * 99* 58#
Andhra Bank – * 99* 59#
Bank of Maharashtra – * 99* 61#
United Bank of India – * 99* 63#
Vijaya Bank – * 99* 64#
Dena Bank – * 99* 65#
Yes Bank – * 99* 66#
Kotak Mahindra Bank – * 99* 68#
IndusInd Bank – * 99* 69#
Punjab and Sind Bank – * 99* 71#
Federal Bank – * 99* 72#
South Indian Bank – * 99* 74#
Karur Vysya Bank – * 99* 75#
Karnataka Bank – * 99* 76#
Tamilnad Mercantile Bank–* 99* 77#
DCB Bank – * 99* 78#
Ratnakar Bank – * 99* 79#
Nainital Bank – * 99* 80#
Janata Sahakari Bank – * 99* 81#
Mehsana Urban CoOperative Bank – * 99* 82#
NKGSB Bank – * 99* 83#
Saraswat Bank – * 99* 84#
Apna Sahakari Bank – * 99* 85#
Bhartiya Mahila Bank – * 99* 86#
Abhyudaya CoOperative Bank – * 99* 87#
Punjab & Maharashtra Cooperative Bank – * 99* 88#
Hasti CoOperative Bank – * 99* 89#
Gujarat State CoOperative Bank – * 99* 90#
Kalupur Commercial CoOperative Bank – * 99* 91#