ମହିଳାଙ୍କ ପାଇଁ ଖୁସି ଖବର ! ମୋଦି ସରକାରଙ୍କ ଏହି ଫର୍ମ ଭରିଲେ ମହିଳାଙ୍କୁ ମିଳିବ ଅଧା ଦାମରେ ସ୍କୁଟି

ମହିଳାଙ୍କ ପାଇଁ ଖୁସି ଖବର ! ମୋଦି ସରକାରଙ୍କ ଏହି ଫର୍ମ ଭରିଲେ ମହିଳାଙ୍କୁ ମିଳିବ ଅଧା ଦାମରେ ସ୍କୁଟି

ମହିଳାଙ୍କ ପାଇଁ ଖୁସି ଖବର । ଅଧା ଦାମରେ ମହିଳାଙ୍କୁ ମିଳିବ ମୋଟରସାଇକେଲ । ଆଜ୍ଞା ହଁ ! ଅଧା ଦାମରେ ମହିଳା କିଣିପାରିବେ ସ୍କୁଟର । ତେବେ ମୋଦି ସରକାରଙ୍କ ତରଫରୁ ପ୍ରତିଦିନ ଏଭଳି କିଛି ନା କିଛି ନୂଆ ନୂଆ ଯୋଜନାମାନ ବାହାରିଥାଏ । ଯେଉଁଥିରେ ସାଧାରଣ ଜନତାଙ୍କୁ ବହୁତ ଫାଇଦା ମିଳିଥାଏ । ଇତି ମଧ୍ୟରେ ମୋଦି ସରକାରଙ୍କ ଦ୍ୱାରା ଏଭଳି ଏକ ଜନହୀତକର ଯୋଜନା କାର୍ଯ୍ୟକାରୀ ହୋଇଛି, ଯାହା ସଂପର୍କରେ ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ ।

publive-image

ସୂଚନା ମୁତାବକ, ଯଦି ଆପଣଙ୍କ ଘରେ ୧୮ରୁ ୪୦ ବର୍ଷ ବୟସ ମଧ୍ୟରେ ମହିଳା ରହିଛନ୍ତି ତେବେ ସେ ମୋଦି ସରକାରଙ୍କ ଦ୍ୱାରା ଏବଂ ସ୍ୱର୍ଗତ ଜୟଲଳିତାଙ୍କ ଦ୍ୱାରା ପ୍ରଚଳିତ ‘ଅମ୍ମା ସ୍କୁଟର ଯୋଜନା’ର ଲାଭ ଉଠାଇପାରିବେ । ଯଦି ଆପଣ ବି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଛନ୍ତି । ତେବେ ଆପଣ ଅମ୍ମା ସ୍କୁଟର ଯୋଜନା ଫର୍ମ ପୁରଣ କରିପାରିବେ । ଏହି ଯୋଜନା ଅନୁସାରେ ୧୮ରୁ ୪୦ ବର୍ଷ ବୟସର ମହିଳାଙ୍କୁ ସ୍କୁଟର କିଣିବା ପରେ ଗାଡିର ବାସ୍ତବିକ ମୂଲ୍ୟର ଅଧା ସବସିଡ ବ୍ୟାଙ୍କ ଆକାଉଂଟରେ ଟ୍ରାନ୍ସଫର କରିଦିଆଯିବ ।

publive-image

ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହିରଖୁଛୁ କି, ନିକଟରେ ଚେନ୍ନାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ଜନ୍ମବାର୍ଷିକୀ ଅବସରରେ ଚେନ୍ନାଇ ସରକାରଙ୍କ ଦ୍ୱାରା ଆରମ୍ଭ ହେବାକୁ ଥିବା ଏହି ‘ଅମ୍ମା ସ୍କୁଟର ଯୋଜନା’ର ଶୁଭ ଉଦଘାଟନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe