ପଂଚମ ପାସ୍ ବେରୋଜଗାରୀଙ୍କୁ ହୋଇକୋର୍ଟରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ! ଜାଣନ୍ତୁ କିପରି କରିବେ ଆବେଦନ

105

ଆଲ୍ଲାହବାଦ ହାଇକୋର୍ଟରେ ପଂଚମ ଶ୍ରେଣୀ ପାସ୍ ବେରୋଜଗାରୀଙ୍କ ପାଇଁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଆଶାୟୀପ୍ରାର୍ଥୀଙ୍କର ସେଭଳି କୌଣସି ବୟସସୀମା ରଖାଯାଇନାହିଁ । ଯଦି ଆପଣ ବି ହାଇକୋର୍ଟରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ତୁରନ୍ତ ଆବେଦନ କରନ୍ତୁ । ଏଥିପାଇଁ ଆପଣଙ୍କୁ ଅଫଲାଇନରେ ହିଁ ଆବେଦନ କରିବାକୁ ପଡିବ । ତେବେ ନିମ୍ନରେ ଆମେ ଏସଂପର୍କରେ ବିସ୍ତାର ଭାବରେ ଆଲୋଚନା କରିଛୁ ।

ୱେବସାଇଟ: www.allahabadhighcourt.in

ପଦବୀ ସଂଖ୍ୟା: ୯୧

ପଦବୀ ସଂପର୍କିତ ବିବରଣୀ: ରୋଷେୟା, ମାଳି, ସୁଇପର

ଶିକ୍ଷାଗତ ଯୋଗ୍ୟତା: କୌଣସି ବି ପ୍ରତିଷ୍ଠିତ ବିଦ୍ୟାଳୟରୁ ପଂଚମ ଶ୍ରେଣୀରେ ଉତିର୍ଣ୍ଣ ହୋଇଥିବା ଆବଶ୍ୟକ ।

ବୟସ ସୀମା: ସର୍ବାଧିକ ୩୦ ବର୍ଷ

ଶେଷ ତାରିଖ: ୦୭ ମଇ,୨୦୧୮

ଆବେଦନ ଶୁଳ୍କ: ସାଧାରଣ/ଓବିସି ବର୍ଗର ଆଶାୟୀପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୩୦୦ଟଙ୍କା ରଖାଯାଇଛି । ସେହିପରି ଏସସି/ଏସଟିଙ୍କ ପାଇଁ ୨୦୦ଟଙ୍କା ଏହାର ଆବେଦନ ଶୁଳ୍କ ସ୍ଥିର କରାଯାଇଛି ।

ଆବେଦନ ପ୍ରକ୍ରିୟା: ଅଫଲାଇନ୍

ଠିକଣା: ଏପଟେକ୍ ଲିମିଟେଡ, ରିଜିଓନାଲ୍ ଅଫିସ,ଏପଟେକ ଲିମିଟେଡ, ପ୍ରଥମ ମହଲା, ଲିୱାନା ସାଇବର ହାଇଟ୍ସ, ଗୋମତିନଗର, ଲକ୍ଷ୍ନୌ-୨୨୬୦୧୦

ସୌଜନ୍ୟ:ଅମର ଉଜାଲା