ଚୌଦ୍ୱାର-କଟକରୁ ପୁଣି ଜିତିଲେ ସୌଭିକ ବିଶ୍ୱାଳ: ୧୭ ହଜାର ୮୧୬ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ କଲେ ପରାସ୍ତ

Advertisment
ଚୌଦ୍ୱାର-କଟକରୁ ପୁଣି ଜିତିଲେ ସୌଭିକ ବିଶ୍ୱାଳ: ୧୭ ହଜାର ୮୧୬ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ କଲେ ପରାସ୍ତ

କନକ ବ୍ୟୁରୋ: ଚୌଦ୍ୱାର-କଟକରେ ପୁଣି ଜିତିଲେ ସୌଭିକ ବିଶ୍ୱାଳ । ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତିଙ୍କୁ ୧୭ ହଜାର ୮୧୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ସୌଭିକ । ସୌଭିକ ବିଶ୍ୱାଳ ୭୨ ହଜାର ୩୨୫ ଭୋଟ ପାଇଥିବା ବେଳେ ନୟନ କିଶୋର ମହାନ୍ତି ୫୪ ହଜାର ୫୦୯ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଏହି ଆସନରୁ ଲଗାତାର ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି ସୌଭିକ ବିଶ୍ୱାଳ । ଏହା ପୂର୍ବ ସୌଭିକଙ୍କ ବାପା ପ୍ରଭାତ ବିଶ୍ୱାଳ ଏହି ଆସନରୁ ଜିତି ଆସୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe