କନକ ବ୍ୟୁରୋ: ଚୌଦ୍ୱାର-କଟକରେ ପୁଣି ଜିତିଲେ ସୌଭିକ ବିଶ୍ୱାଳ । ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତିଙ୍କୁ ୧୭ ହଜାର ୮୧୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ସୌଭିକ । ସୌଭିକ ବିଶ୍ୱାଳ ୭୨ ହଜାର ୩୨୫ ଭୋଟ ପାଇଥିବା ବେଳେ ନୟନ କିଶୋର ମହାନ୍ତି ୫୪ ହଜାର ୫୦୯ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଏହି ଆସନରୁ ଲଗାତାର ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି ସୌଭିକ ବିଶ୍ୱାଳ । ଏହା ପୂର୍ବ ସୌଭିକଙ୍କ ବାପା ପ୍ରଭାତ ବିଶ୍ୱାଳ ଏହି ଆସନରୁ ଜିତି ଆସୁଥିଲେ ।
ଚୌଦ୍ୱାର-କଟକରୁ ପୁଣି ଜିତିଲେ ସୌଭିକ ବିଶ୍ୱାଳ: ୧୭ ହଜାର ୮୧୬ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ କଲେ ପରାସ୍ତ
/kanak/media/post_attachments/wp-content/uploads/2024/06/41.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)