ଅଭିନେତ୍ରୀଙ୍କୁ ଅପହରଣ ପରେ ଯୌନ ନିର୍ଯାତନା । ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ଦକ୍ଷିଣ ଭାରତର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଏପରିକି ଅଭିଯୁକ୍ତ ମାନେ ସେହି ଅଭିନେତ୍ରୀଙ୍କ ଭିଡିଓ ବନାଇବା ସହ ଅଶ୍ଳୀଳ ଫଟୋ ମଧ୍ୟ ଉଠାଇଥିବା ଅଭିଯୋଗ ହୋଇଛି ।
ସୂଚନା ମୂତାବକ , ଶୁକ୍ରବାର ଅଭିନେତ୍ରୀ ଜଣକ କେରଳର ଏର୍ଣ୍ଣାକୁଲମରୁ ସୁଟିଂ ସାରି ଘରକୁ ଫେରିବା ବେଳେ କିଛି ଦୁର୍ବୃତ୍ତ ଜୋରଜବରଦସ୍ତି ତାଙ୍କ କାରରେ ପଶି ଅସଦାଚାରଣ କରିଥିଲେ । ଏହା ସହ ସେମାନେ ତାଙ୍କୁ ଧମକାଇବା ସହ ଭିଡିଓ ଏବଂ ଅଶ୍ଳୀଳ ଫଟୋ ମଧ୍ୟ ଉଠାଇଥିଲେ । ପ୍ରାୟ ୧ଘଂଟା ନିର୍ଯାତନା ଦେବା ପରେ ସେମାନେ ତାଙ୍କୁ ତାଙ୍କ ଘର ପାଖରେ ଛାଡିଦେଇଥିଲେ ।
ତେବେ ଏହି ଘଟଣାରେ ପୁଲିସ୍ ଅଭିନେତ୍ରୀଙ୍କ ପୂର୍ବତନ ଡ୍ରାଇଭର୍ ମାର୍ଟିନଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ସୁନୀଲ୍ ଫେରାର୍ ଅଛି ।
ଏହା ସହ ଦେଖନ୍ତୁ ବେଶ୍ୟାବୃତ୍ତିକୁ ଠେଲି ହୋଇ ଯାଇଥିଲେ ରଜନୀକାନ୍ତଙ୍କ ନାୟିକା! ଜାଣନ୍ତୁ କେମିତି ଥିଲା ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଶେଷ ଜୀବନ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/rape.jpg)