ଅଷ୍ଟ୍ରେଲିଆର ଦମଦାର ବୋଲିଂ । କଙ୍ଗାରୁ ଟିମ୍ ଆଗରେ ୧୧୯ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଦକ୍ଷିଣ-ଆଫ୍ରିକା ।

60

କନକ ବ୍ୟୁରୋ : ଆବୁଧାବିରେ ଆଜି ଖେଳାଯାଉଥିବା ଟି-୨୦ ବିଶ୍ୱକପର ଦମଦାର ମୁକାବିଲାରେ ଆଜି ମୁହାଁମୁହିଁ ହେଉଛନ୍ତି ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣଆଫ୍ରିକା । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ସାଉଥ୍ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓି୍ୱକେଟ୍ ହରାଇ ୧୧୮ ରନ୍ କରିବାକୁ ସକ୍ଷମ ହୋଇଛି । ତେବେ ଅଷ୍ଟ୍ରେଲିଆ ଆଗରେ ଏବେ ରହିଛି ୧୧୯ ରନର ଟାର୍ଗେଟ୍ ।