ଗଣେଶ ଭସାଣି ଉତ୍ସବ ବେଳେ ବାଲେଶ୍ୱର ସୋରରେ ଗୋଷ୍ଠୀ ସଂଘର୍ଷ

ଗଣେଶ ଭସାଣି ଉତ୍ସବ ବେଳେ ବାଲେଶ୍ୱର ସୋରରେ ଗୋଷ୍ଠୀ ସଂଘର୍ଷ

କନକ ବ୍ୟୁରୋ : ଗଣେଶ ଭସାଣି ଉତ୍ସବ ବେଳେ ବାଲେଶ୍ୱର ସୋରରେ ଗୋଷ୍ଠୀ ସଂଘର୍ଷ । ଗଣ୍ଡଗୋଳ, ପଥରମାଡ, ବୋତଲ ମାଡରେ ୫ଜଣ ଆହାତ ହୋଇଛନ୍ତି । ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଗଣେଷ ଭସାଣି ପାଇଁ ଗୋଟିଏ ଗୋଷ୍ଠୀ ଶୋଭାଯାତ୍ରାରେ ନିକଟସ୍ଥ ଗୋସେଇଁ ପୋଖରୀକୁ ଯାଉଥିବା ବେଳେ ପଠାଣ ମହଲାଠାରେ ଅନ୍ୟ ଗୋଷ୍ଠୀ ସହ ଗଣ୍ଡଗୋଳ ହୋଇଥିଲା । ଉଭୟ ପକ୍ଷରୁ ବୋତଲ ଏବଂ ପଥରମାଡରେ ହୋଇଥିଲା । ଏବେ ବି ଘଟଣାସ୍ଥଳରେ ଉତେଜନା ଲାଗି ରହିଛି । ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe