ରାଜରାସ୍ତାରେ ନିଆଁର ରାଜ

Advertisment
ରାଜରାସ୍ତାରେ ନିଆଁର ରାଜ

ହୁତୁ ହୁତୁ ହୋଇ ଜଳୁଛି ଟ୍ୟାଙ୍କର ।  ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ୫ ନମ୍ବର ଜାତୀୟ ରାଜପଥରେ ହଠାତ ଜଳି ଉଠିଥିଲା ଏଲପିଜି ଗ୍ୟାସ୍ ଟ୍ୟାଙ୍କର । ଆଜି ସାଢେ ୧୧ଟା ବେଳେ ହଠାତ୍ ଗ୍ୟାସ୍ ଟ୍ୟାଙ୍କରରେ ନିଆଁ ଲାଗିବାରୁ ରାସ୍ତାର ଉଭୟ ପାଶ୍ୱର୍ରୁ ଆସୁଥିବା ଗାଡିଗୁଡିକୁ ଅଟକାଇ ଦିଆଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ , ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବିଭାଗ ଓ ସୋର ପୁଲିସ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଛି । କାରଣ ନିଆଁର ଉତାପ ଏତେ ଥିଲା ଯେ ଟ୍ୟାଙ୍କର ପାଖକୁ ଯିବା ସମ୍ଭବ ହୋଇ ପାରିଲା ନାହିିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe