ଆମ୍ବୁଲାନ୍ସ ଓ କଣ୍ଟେନର୍ ମୁହାଁମୁହିଁ ଧକ୍କା । ଆମ୍ବୁଲାନ୍ସ ଚାଳକଙ୍କ ସହ ଦୁଇ ମୃତ, ୪ ଆହତ

Advertisment
ଆମ୍ବୁଲାନ୍ସ ଓ କଣ୍ଟେନର୍ ମୁହାଁମୁହିଁ ଧକ୍କା । ଆମ୍ବୁଲାନ୍ସ ଚାଳକଙ୍କ ସହ ଦୁଇ ମୃତ, ୪ ଆହତ

କନକ ବ୍ୟୁରୋ : ଆମ୍ବୁଲାନ୍ସ କ୍ୟାଂଟେନର ମୁହାଁମୁହିଁ ଧକ୍କା । ଆମ୍ବୁଲାନ୍ସ ଚାଳକ ସମେତ ୨ ମୃତ । ୪ଜଣ ଆହାତ ହୋଇଛନ୍ତି । ସୋର ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡକାଳୀ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରୋଗୀ ନେଇ ପଶ୍ଚିମବଙ୍ଗରୁ ଆମ୍ବୁଲାନ୍ସଟି କଟକ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା । ମିଲନ ହୋଟେଲ ସମ୍ମୁଖରେ ଖାଇବାକୁ ଆମ୍ବୁଲାନ୍ସ ରଖୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ମୃତ ଓ ଆହତଙ୍କ କୌଣସି ପରିଚୟ ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe