ଗଂଜାମ ଶୋରଡାରେ ଏନକାଉଂଟର ! ପୁଲିସ ଗୁଳିରେ ଦୁର୍ଦାନ୍ତ ଅପରାଧୀ ଲମ୍ବୁ ତାରେଣୀ ଆହତ

Advertisment
ଗଂଜାମ ଶୋରଡାରେ ଏନକାଉଂଟର ! ପୁଲିସ ଗୁଳିରେ ଦୁର୍ଦାନ୍ତ ଅପରାଧୀ ଲମ୍ବୁ ତାରେଣୀ ଆହତ

କନକ ବ୍ୟୁରୋ: ଗଂଜାମ ଶୋରଡାରେ ପୁଲିସର ଏନକାଉଂଟର । ଲାଠିପଡା ଜଙ୍ଗଲରେ ପୁଲିସ ଏନକାଉଂଟରରେ ଦୁର୍ଦାନ୍ତ ଅପରାଧୀ ଲମ୍ବୁ ତାରେଣୀ ଆହତ ହୋଇଛି । ଲମ୍ବୁର ୨ଟି ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ଶୋରଡା ମେଡିକାଲରେ ଭର୍ତି କରାଯାଇଛି । ତେବେ ତା ପାଖରୁ ଗୋଟିଏ ବନ୍ଧୁକ, ୭ଟି ଗୁଳି ଓ ବାଇକ୍ ଜବତ କରିଛି ପୁଲିସ । ବହୁ ଅପରାଧରେ ସମ୍ପୃକ୍ତ ଲମ୍ବୁ ନାଁରେ ବିଭିନ୍ନ ଥାନାରେ ୩୦ରୁ ଅଧିକ ମାମଲା ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe