ସୋନୁଙ୍କୁ ୧୨ଟଙ୍କା ଭିକ୍ଷା

ସୋନୁଙ୍କୁ ୧୨ଟଙ୍କା ଭିକ୍ଷା

ରାସ୍ତାରେ ସୋନୁ ନିଗମ । ବେଶ ବଦଳାଇ ରାସ୍ତା ଉପରେ ଗୀତ ଗାଇଲେ ସୋନୁ ନିଗମ୍ । ତେବେ ସବୁଠାରୁ ମଜାକଥା ହେଉଛି ରାସ୍ତାରେ ଯାତାୟତ କରୁୁଥିବା ଲୋକେ ସୋନୁଙ୍କ ଭିକାରୀ ଭାବି ହାତରେ ଦେଇଛନ୍ତି ୧୨ଟଙ୍କା । ନିକଟରେ ମୁମ୍ବାଇ ଜୁହୁ ରୋଡରେ ସୋନୁଙ୍କ ସହ ଘଟିିଛି ଏହି ଆଶ୍ଚଯ୍ୟଜନକ ଘଟଣା । ଏକ ଭିଡିଓ ସୁଟ କରିବା ପାଇଁ ଏହି ପପୁଲାର ସିଙ୍ଗର ନିଜ ବେଶ ବଦଳାଇ ରାସ୍ତା ଉପରେ ଗାଉଥିବା ସମୟରେ ତାଙ୍କୁ କେହି ବି ଚିହ୍ନି ପାରିନଥିଲେ । ଏହାକୁ ନେଇ ସୋନୁ ନିଜ ଟୁଇଟର ପେଜରେ ପ୍ରତିକ୍ରିୟା ସେୟାର କରିଛନ୍ତିି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe