ରାୟବଲେଲିରେ ସୋନିଆ ଗନ୍ଧୀଙ୍କ ବଡ ବିଜୟ । ୧ ଲକ୍ଷରୁ ଅଧିକ ଭୋଟରେ ମାରିଲେ ବାଜି ।

ବିଜୟ ଟିକା ପିନ୍ଧିଛନ୍ତି କଂଗ୍ରେସ ପ୍ରାର୍ଥୀ ସୋନିଆ ଗାନ୍ଧୀ ।

240

କନକ ବ୍ୟୁରୋ: ରାୟବଲେଲିରେ ସୋନିଆ ଗନ୍ଧୀଙ୍କ ବଡ ବିଜୟ । ୧ ଲକ୍ଷରୁ ଅଧିକ ଭୋଟରେ ବାଜି ମାରିଲେ ସୋନିଆ ଗନ୍ଧୀ ।  ରାୟବରେଲି ଉପରେ ସମସ୍ତଙ୍କ ନଜର ଥିବା ବେଳେ ବିଜୟ ଟିକା ପିନ୍ଧିଛନ୍ତି କଂଗ୍ରେସ ପ୍ରାର୍ଥୀ ସୋନିଆ ଗାନ୍ଧୀ । ଆମେଠିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହାରିଥିବା ବେଳେ ରାୟବରେଲିରେ ପ୍ରାୟ ୧ ଲକ୍ଷରୁ ଅଧିକ ଭୋଟରେ ବିଜୟଲାଭ କରିଛନ୍ତି ମା’ ସୋନିଆ ଗାନ୍ଧୀ ।