ରାଏବରେଲିରେ ପୁଣି ରାଜ୍ କରିବ କି କଂଗ୍ରେସ । ବିଜେପିକୁ ପଛରେ ପକାଇ ଆଗକୁ ବଢିଚାଲିଛନ୍ତି ସୋନିଆ ଗାନ୍ଧି ।

Advertisment
କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ । ଦିଲ୍ଲୀ ହସ୍ପିଟାଲରେ ହେଲେ ଭର୍ତ୍ତି ।

କନକ ବ୍ୟୁରୋ : ୧୯ କୁରୁକ୍ଷେତ୍ରରେ କିଏ ପିନ୍ଧିବ ବିଜୟ ମୁକୁଟ, ସେନେଇ ଚାଲିଛି ମତଗଣନା । କଂଗ୍ରେସର ଗଡ କୁହାଯାଉଥିବା ଉତ୍ତରପ୍ରଦେଶର ରାଏବରେଲିର ଲୋକସଭା ଆସନରେ ଦିନ ୧୨ଟା ୫୦ ସୁଦ୍ଧା ଆଗରେ ରହିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହଙ୍କୁ ପଛରେ ପକାଇ ଆଗକୁ ବଢିଚାଲିଛନ୍ତି କଂଗ୍ରେସ ପ୍ରାର୍ଥୀ ସୋନିଆ ଗାନ୍ଧି । ତେବେ ରାଏବରେଲି ଆସନକୁ କଂଗ୍ରେସ ପୁଣି ଥରେ ନିଜ ଅକ୍ତିଆରକୁ ନେଉଛି, ନା ଗଡ ଭାଙ୍ଗିବାରେ ବିଜେପି ସମର୍ଥ ହେଉଛି, ତାହା ଶେଷ ପର୍ଯ୍ୟାୟ ଭୋଟଗଣତି ପରେ ହିଁ ଜଣାପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe