ଡାକ୍ତରଖାନାରେ ଭର୍ତି ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଦିଲ୍ଲୀ ଗଙ୍ଗାରାମ ହସପିଟାଲରେ ଚାଲିଛି ଚିକିତ୍ସା

Advertisment
ଡାକ୍ତରଖାନାରେ ଭର୍ତି ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଦିଲ୍ଲୀ ଗଙ୍ଗାରାମ ହସପିଟାଲରେ ଚାଲିଛି ଚିକିତ୍ସା

New Delhi: Congress interim President Sonia Gandhi leaves after the end of the Congress Working Committee meeting over party's debacle in recent Assembly elections of five states, at AICC headquarters, in New Delhi, Sunday, March 13, 2022. (PTI Photo/Kamal Singh)(PTI03_13_2022_000297B)

କନକ ବ୍ୟୁରୋ : ହସ୍ପିଟାଲରେ ଭର୍ତି ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ବୁଧବାର ଦିଲ୍ଲୀର ଗଙ୍ଗାରାମ୍ ହସ୍ପିଟାଲରେ ସୋନିଆଙ୍କୁ ଭର୍ତି କରାଯାଇଛି । ଶ୍ୱାସ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିବା ସୂଚନା ରହିଛି । ସୋନିଆଙ୍କ ସହ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହସ୍ପିଟାଲରେ ଅଛନ୍ତି । ମଙ୍ଗଳବାର ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ । ତେବେ ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥାର ସ୍ଥିର ଥିବା ସୂଚନା ମିଳିଛି । ଗତବର୍ଷ ସେପ୍ଟେମ୍ବର ମାସରେ ଅସୁସ୍ଥତା ପାଇଁ ଡାକ୍ତରଖାନାରେ ଭର୍ତି ହୋଇଥିଲେ ସୋନିଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe