ବିଶ୍ୱ ପୁରୁଷ ଦିବସ ପାଳନ କରିବାକୁ ଦାବି କଲେ ବିଜେପି ସାଂସଦ । କହିଲେ, ଆମେ ସମାନତାର କଥା କହିଥାଉ, ତେଣୁ ପୁରୁଷଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଦିବସ ପାଳନ ହେଉ ।

Advertisment
ବିଶ୍ୱ ପୁରୁଷ ଦିବସ ପାଳନ କରିବାକୁ ଦାବି କଲେ ବିଜେପି ସାଂସଦ । କହିଲେ, ଆମେ ସମାନତାର କଥା କହିଥାଉ, ତେଣୁ ପୁରୁଷଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଦିବସ ପାଳନ ହେଉ ।

କନକ ବ୍ୟୁରୋ: ଅନ୍ତର୍ଜାତୀୟ ମହିଳା ଦିବସ ଭଳି ବିଶ୍ୱ ପୁରୁଷ ଦିବସ ମଧ୍ୟ ପାଳନ ହେଉ । ଆଜି ରାଜ୍ୟସଭାରେ ମହିଳା ଦିବସ ପ୍ରସଙ୍ଗକୁ ନେଇ ଆଲୋଚନା ବେଳେ ଏହି ଦାବି କରିଛନ୍ତି ବିଜେପି ସାଂସଦ ସୋନାଲ ମାନସିଂ । ସେ କହିଛନ୍ତି ଆମେ ସବୁବେଳେ ସମାନତା କଥା କହିଥାଉଁ, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଦିବସ ପାଳନ ଭଳି ପୁରୁଷଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଦିବସ ପାଳନ ସପକ୍ଷରେ ସେ ଯୁକ୍ତି ବାଢିଛନ୍ତି । ଏଥିସହ ସମାଜର ଅଧାରୁ ଅଧିକ ଅଂଶରେ ସାମିଲ ମହିଳା କାହିଁକି ଅଧିକାରରୁ ବଂଚିତ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe