ପୁଅର ଆକ୍ରମଣରେ ବାପା, ମା’ ମୃତ । ଚମ୍ପୁଆ କାଳିପ୍ରସାଦ ଅସିରା ଗାଁର ଘଟଣା ।

Advertisment
ପୁଅର ଆକ୍ରମଣରେ ବାପା, ମା’ ମୃତ । ଚମ୍ପୁଆ କାଳିପ୍ରସାଦ ଅସିରା ଗାଁର ଘଟଣା ।

କନକ ବ୍ୟୁରୋ: କେନ୍ଦୁଝର ଚମ୍ପୁଆ ଥାନା କାଳିପ୍ରସାଦ ଅସିରା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ଘରୋଇ କଳିକୁ କେନ୍ଦ୍ର କରି ବାପା ଓ ମାଆକୁ ଟାଙ୍ଗିଆରେ ହାଣି ମାରିଲା ସୈତାନ ପୁଅ । ପୁଅର ଆକ୍ରମଣରେ ବାପାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ମାଆଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଆକ୍ରମଣ ପରେ ଫେରାର ହୋଇଯାଇଛି ଅଭିଯୁକ୍ତ । ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe