କନକ ବ୍ୟୁରୋ: ରେଢ଼ାଖୋଲରେ ଡବଲ ମର୍ଡର । ଜ୍ବାଇଁର ଟାଙ୍ଗିଆ ଚୋଟରେ ଶାଶୂ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ରେଢ଼ାଖୋଲ ଥାନା ପୋଡ଼ାବଲଣ୍ଡା ଗାଁରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ଘରୋଇ କଳିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜ୍ବାଇଁ ଫେରାର ହୋଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ରେଢ଼ାଖୋଲରେ ଡବଲ ମର୍ଡର: ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୂ ଓ ସ୍ତ୍ରୀ ମୃତ
/kanak/media/post_attachments/wp-content/uploads/2024/07/8-18.jpg)