ଗ୍ରାମବାସୀଙ୍କ ମନରେ ଭ୍ରମ ସୃଷ୍ଟି କରି ଦେଇଛନ୍ତି କିଛି ମୁଷ୍ଟିମେୟ ବ୍ୟକ୍ତି। ମାଲକାନଗିରିରେ ଏମଏସଏମଇ ପାର୍କକୁ ବିରୋଧ କରୁଛନ୍ତି ଲୋକେ 

ଗ୍ରାମବାସୀଙ୍କ ମନରେ ଭ୍ରମ ସୃଷ୍ଟି କରି ଦେଇଛନ୍ତି କିଛି ମୁଷ୍ଟିମେୟ ବ୍ୟକ୍ତି। ମାଲକାନଗିରିରେ ଏମଏସଏମଇ ପାର୍କକୁ ବିରୋଧ କରୁଛନ୍ତି ଲୋକେ 

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଇଡକୋର ଏମଏମଏମଇ ପାର୍କ ପ୍ରକଳ୍ପକୁ ବିରୋଧ । ଜମି ମାପୁଚୁପ ବେଳେ ବିରୋଧ କରିଛନ୍ତି ଗ୍ରାମବାସୀ । କାରଣ ସେହି ସ୍ଥାନରେ ସିମେଂଟ କାରଖାନା ହେବ ବୋଲି ଲୋକଙ୍କ ମନରେ ଧାରଣା ରହିଛି । ସିମେଂଟ କାରଖାନା ହେଲେ ଜଙ୍ଗଲ ଜମି ନଷ୍ଟ ହେବା ଆଶଙ୍କ କରୁଛନ୍ତି ଗ୍ରାମବାସୀ । ତେବେ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ଲାଗି ଏକ ଶିଳ୍ପ ପାର୍କ ନିର୍ମାଣ ହେବା ନେଇ ଇଡକୋ ଓ ତହସିଲ କର୍ମଚାରୀଙ୍କ ବୁଝାସୁଛା ପରେ କିଛି ଗ୍ରାମବାସୀ ସହମତି ପ୍ରକାଶ କରିଥିବା ବେଳେ ଅନେକ ଏହାକୁ ବିରୋଧ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe