କନକ ବ୍ୟୁରୋ : ଏନଡିଆରଏଫ୍ କ୍ୟାମ୍ପରେ ମାଙ୍କଡ ଆତଙ୍କ । କଟକ ମୁଣ୍ଡଳୀରେ ଥିବା ଏନଡିଆରଏଫ କ୍ୟାମ୍ପ ଭିତରେ ଆତଙ୍କ ଖେଳାଉଛି ମାଙ୍କଡ । ଗୋଡେଇ ଗୋଡେଇ ଯବାନଙ୍କୁ ଆକ୍ରମଣ କରୁଛି । ତେବେ ମାଙ୍କଡ ଆକ୍ରମଣରେ ୫ ଜଣ ଏନଡିଆରଏଫ୍ ଯବାନ୍ ଆହତ ହୋଇଛନ୍ତି । ସେପଟେ ମାଙ୍କଡ ଆତଙ୍କ ଦେଖି ବନବିଭାଗ ଯନ୍ତା ବସାଇଥିଲେ ବି ମାଙ୍କଡ ଧରାଛୁଆଁ ଦେଉନାହିଁ । ଯଦି ମାଙ୍କଡଟି ରାତି ଭିତରେ ଧରା ନପଡେ, ତେବେ ଟ୍ରାଙ୍କୁଲାଇଜ କରାଯିବ ବୋଲି ସୂଚନା ଦେଇଛନ୍ତି ଡମପଡା ବନାଂଚଳ ଅଧିକାରୀ ।
ଏନଡିଆରଏଫ କ୍ୟାମ୍ପରେ ମାଙ୍କଡ ଆତଙ୍କ । ମାଙ୍କଡ ଆକ୍ରମଣରେ ୫ ଏନଡିଆରଏଫ ଯବାନ ଆହତ
/kanak/media/post_attachments/wp-content/uploads/2023/06/5_00000-6.jpg)