ବଢିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ : କଟକ ସବରେଜିଷ୍ଟ୍ରୀ ଅଫିସରେ ସୋମାଲିକାଙ୍କ ଅଭିଯୋଗ; କହିଲେ, ମୋତେ ନ୍ୟାୟ ମିଳୁ

ବଢିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ : କଟକ ସବରେଜିଷ୍ଟ୍ରୀ ଅଫିସରେ ସୋମାଲିକାଙ୍କ ଅଭିଯୋଗ; କହିଲେ, ମୋତେ ନ୍ୟାୟ ମିଳୁ

କନକ ବ୍ୟୁରୋ : ବଢିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ । କଟକ ସବରେଜିଷ୍ଟ୍ରୀ ଅଫିସରେ ବାନ୍ଧବୀ ସୋମାଲିକା ଅଭିଯୋଗ କରିଛନ୍ତି । ବିଜୟଶଙ୍କରଙ୍କ ଆବେଦନ ଉପରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟ ଜଣେ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି । ଲିଖିତ ଅଭିଯୋଗ ପରେ ସୋମାଲିକା ପ୍ରତିକ୍ରିୟା ଦେଇଛନ୍ତି । କହିଲେ ବିଜୟଶଙ୍କରଙ୍କ ଆବେଦନ ଉପରେ ଅଭିଯୋଗ କରିଛି ।

ମୋତେ ନ୍ୟାୟ ମିଳିନି, ଆଉ ଜଣଙ୍କୁ ବାହା ହେବାକୁ ବସିଲେଣି । ଲୁଚିଛପି ଏଭଳି କରିଛନ୍ତି, ମିଡିଆରୁ ଜାଣିଲି । ବିଧାୟକ ତାଙ୍କ ପାୱାରରେ ଏଭଳି କରୁଛନ୍ତି । ପାର୍ଟି ପାୱାର ପାଇଁ ପୋଲିସ ତାଙ୍କ ପ୍ରତି ଆକ୍ସନ ନେଉନି । ମୋର ବାରମ୍ବାର ବୟାନ ରେକର୍ଡ ହେଉଛି । ବିଜୟଶଙ୍କରଙ୍କ ପାଇଁ କ’ଣ କିଛି ନାହିଁ । ପୋଲିସ ମୋତେ ହାରାସ କରୁଛି, ମୁଁ ଡିପ୍ରେସନରେ ଗଲିଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe