ସୂର୍ଯ୍ୟପରାଗ : ଓଡିଶାରେ କେଉଁଠି ଓ କେତେ ସମୟ ହେବ ଦୃଶ୍ୟମାନ ?

ସୂର୍ଯ୍ୟପରାଗ : ଓଡିଶାରେ କେଉଁଠି ଓ କେତେ ସମୟ ହେବ ଦୃଶ୍ୟମାନ ?

କନକ ବ୍ୟୁରୋ : ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଅପରାହ୍ନରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ଓଡିଶାରେ କେଉଁଠି ଓ କେତେ ସମୟ ହେବ ଦୃଶ୍ୟମାନ ?

- କେନ୍ଦ୍ରାପଡା – ୪.୫୬ ରୁ ୫.୧୩ (୧୭ମିନିଟ୍ ଦେଖାଯିବ)
- ଜଗତସିଂହପୁର – ୪.୫୬ ରୁ ୫.୧୪ (୧୮ ମିନିଟ୍ ଦେଖାଯିବ)
- ଭଦ୍ରକ – ୪.୫୪ ରୁ ୫.୧୨ (୧୮ମିନିଟ୍ ଦେଖାଯିବ)
- ମୟୁରଭଂଜ – ୪.୫୨ ରୁ ୫.୧୦ (୧୮ମିନିଟ୍ ଦେଖାଯିବ)
- ଯାଜପୁର – ୪.୫୫ ରୁ ୫.୧୩ (୧୮ମିନିଟ୍ ଦେଖାଯିବ)
- ପୁରୀ – ୪.୫୭ ରୁ ୫.୧୬ (୧୯ମିନିଟ୍ ଦେଖାଯିବ)
- ଖୋର୍ଦ୍ଧା – ୪.୫୭ ରୁ ୫.୧୭ (୨୦ମିନିଟ୍ ଦେଖାଯିବ)
- କଟକ – ୪.୫୬ ରୁ ୫.୧୫ (୨୦ମିନିଟ୍ ଦେଖାଯିବ)
- ଢେଙ୍କାନାଳ – ୪.୫୫ ରୁ ୫.୧୬ (୨୧ମିନିଟ୍ ଦେଖାଯିବ)
- ଗଂଜାମ – ୪.୫୮ ରୁ ୫.୨୦ (୨୨ମିନିଟ୍ ଦେଖାଯିବ)
- ନୟାଗଡ – ୪.୫୬ ରୁ ୫.୧୮ (୨୩ମିନିଟ୍ ଦେଖାଯିବ)
- କେନ୍ଦୁଝର – ୪.୫୩ ରୁ ୫.୧୬ (୨୩ମିନିଟ୍ ଦେଖାଯିବ)
- କଳାହାଣ୍ଡି – ୪.୫୬ ରୁ ୫.୧୯ (୨୩ମିନିଟ୍ ଦେଖାଯିବ)
- ଅନଗୁଳ – ୪.୫୪ ରୁ ୫.୧୮ (୨୪ମିନିଟ୍ ଦେଖାଯିବ)
- ଗଜପତି – ୪.୫୯ ରୁ ୫.୨୩ (୨୫ମିନିଟ୍ ଦେଖାଯିବ)
- ବୌଦ୍ଧ - ୪.୫୪ ରୁ ୫.୨୧ (୨୭ମିନିଟ୍ ଦେଖାଯିବ)
- ଦେବଗଡ – ୪.୫୨ରୁ ୫.୧୯ (୨୭ମିନିଟ୍ ଦେଖାଯିବ)
- କନ୍ଧମାଳ – ୪.୫୫ ରୁ ୫.୨୩ (୨୮ମିନିଟ୍ ଦେଖାଯିବ)
- ସମ୍ବଲପୁର – ୪.୫୨ ରୁ ୫.୨୦ (୨୮ମିନିଟ୍ ଦେଖାଯିବ)
- ରାୟଗଡା – ୪.୫୭ ରୁ ୫.୨୬ (୨୯ମିନିଟ୍ ଦେଖାଯିବ)
- ବରଗଡ – ୪.୫୨ରୁ ୫.୨୨ (୩୦ମିନିଟ୍ ଦେଖାଯିବ)
- ସୋନପୁର – ୪.୫୪ ରୁ ୫.୨୪ (୩୦ମିନିଟ୍ ଦେଖାଯିବ)
- ଝାରସୁଗୁଡା – ୪.୫୧ରୁ ୫.୨୧ (୩୦ମିନିଟ୍ ଦେଖାଯିବ)
- ସୁନ୍ଦରଗଡ - ୪.୫୦ ରୁ ୫.୨୧ (୩୧ମିନିଟ୍ ଦେଖାଯିବ)
- କୋରାପୁଟ – ୪.୫୮ ରୁ ୫.୨୯ (୩୧ମିନିଟ୍ ଦେଖାଯିବ)
- ବଲାଙ୍ଗିର – ୪.୫୩ ରୁ ୫.୨୫ (୩୧ମିନିଟ୍ ଦେଖାଯିବ)
- ମାଲକାନାଗିରି – ୪.୫୯ ରୁ ୫.୩୩ (୩୪ମିନିଟ୍ ଦେଖାଯିବ)
- ନବରଙ୍ଗପୁର – ୪.୫୭ ରୁ ୫.୩୧ (୩୪ମିନିଟ୍ ଦେଖାଯିବ)
- ନୂଆପଡା – ୪.୫୨ ରୁ ୫.୨୮ (୩୬ମିନିଟ୍ ଦେଖାଯିବ)
- ସବୁଠାରୁ କମ୍ ସମୟ ପାଇଁ କେନ୍ଦ୍ରାପଡାରେ ସୂର୍ଯ୍ୟପରାଗ ଦୃଶ୍ୟମାନ
- ନୂଆପଡାରେ ସବୁଠାରୁ ଅଧିକ ୩୬ ମିନିଟ୍ ପାଇଁ ହେବ ଦୃଶ୍ୟମାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe