ସୂର୍ଯ୍ୟପରାଗ : ଓଡିଶାରେ କେଉଁଠି ଓ କେତେ ସମୟ ହେବ ଦୃଶ୍ୟମାନ ?

988

କନକ ବ୍ୟୁରୋ : ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଅପରାହ୍ନରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ଓଡିଶାରେ କେଉଁଠି ଓ କେତେ ସମୟ ହେବ ଦୃଶ୍ୟମାନ ?

– କେନ୍ଦ୍ରାପଡା – ୪.୫୬ ରୁ ୫.୧୩ (୧୭ମିନିଟ୍ ଦେଖାଯିବ)
– ଜଗତସିଂହପୁର – ୪.୫୬ ରୁ ୫.୧୪ (୧୮ ମିନିଟ୍ ଦେଖାଯିବ)
– ଭଦ୍ରକ – ୪.୫୪ ରୁ ୫.୧୨ (୧୮ମିନିଟ୍ ଦେଖାଯିବ)
– ମୟୁରଭଂଜ – ୪.୫୨ ରୁ ୫.୧୦ (୧୮ମିନିଟ୍ ଦେଖାଯିବ)
– ଯାଜପୁର – ୪.୫୫ ରୁ ୫.୧୩ (୧୮ମିନିଟ୍ ଦେଖାଯିବ)
– ପୁରୀ – ୪.୫୭ ରୁ ୫.୧୬ (୧୯ମିନିଟ୍ ଦେଖାଯିବ)
– ଖୋର୍ଦ୍ଧା – ୪.୫୭ ରୁ ୫.୧୭ (୨୦ମିନିଟ୍ ଦେଖାଯିବ)
– କଟକ – ୪.୫୬ ରୁ ୫.୧୫ (୨୦ମିନିଟ୍ ଦେଖାଯିବ)
– ଢେଙ୍କାନାଳ – ୪.୫୫ ରୁ ୫.୧୬ (୨୧ମିନିଟ୍ ଦେଖାଯିବ)
– ଗଂଜାମ – ୪.୫୮ ରୁ ୫.୨୦ (୨୨ମିନିଟ୍ ଦେଖାଯିବ)
– ନୟାଗଡ – ୪.୫୬ ରୁ ୫.୧୮ (୨୩ମିନିଟ୍ ଦେଖାଯିବ)
– କେନ୍ଦୁଝର – ୪.୫୩ ରୁ ୫.୧୬ (୨୩ମିନିଟ୍ ଦେଖାଯିବ)
– କଳାହାଣ୍ଡି – ୪.୫୬ ରୁ ୫.୧୯ (୨୩ମିନିଟ୍ ଦେଖାଯିବ)
– ଅନଗୁଳ – ୪.୫୪ ରୁ ୫.୧୮ (୨୪ମିନିଟ୍ ଦେଖାଯିବ)
– ଗଜପତି – ୪.୫୯ ରୁ ୫.୨୩ (୨୫ମିନିଟ୍ ଦେଖାଯିବ)
– ବୌଦ୍ଧ – ୪.୫୪ ରୁ ୫.୨୧ (୨୭ମିନିଟ୍ ଦେଖାଯିବ)
– ଦେବଗଡ – ୪.୫୨ରୁ ୫.୧୯ (୨୭ମିନିଟ୍ ଦେଖାଯିବ)
– କନ୍ଧମାଳ – ୪.୫୫ ରୁ ୫.୨୩ (୨୮ମିନିଟ୍ ଦେଖାଯିବ)
– ସମ୍ବଲପୁର – ୪.୫୨ ରୁ ୫.୨୦ (୨୮ମିନିଟ୍ ଦେଖାଯିବ)
– ରାୟଗଡା – ୪.୫୭ ରୁ ୫.୨୬ (୨୯ମିନିଟ୍ ଦେଖାଯିବ)
– ବରଗଡ – ୪.୫୨ରୁ ୫.୨୨ (୩୦ମିନିଟ୍ ଦେଖାଯିବ)
– ସୋନପୁର – ୪.୫୪ ରୁ ୫.୨୪ (୩୦ମିନିଟ୍ ଦେଖାଯିବ)
– ଝାରସୁଗୁଡା – ୪.୫୧ରୁ ୫.୨୧ (୩୦ମିନିଟ୍ ଦେଖାଯିବ)
– ସୁନ୍ଦରଗଡ – ୪.୫୦ ରୁ ୫.୨୧ (୩୧ମିନିଟ୍ ଦେଖାଯିବ)
– କୋରାପୁଟ – ୪.୫୮ ରୁ ୫.୨୯ (୩୧ମିନିଟ୍ ଦେଖାଯିବ)
– ବଲାଙ୍ଗିର – ୪.୫୩ ରୁ ୫.୨୫ (୩୧ମିନିଟ୍ ଦେଖାଯିବ)
– ମାଲକାନାଗିରି – ୪.୫୯ ରୁ ୫.୩୩ (୩୪ମିନିଟ୍ ଦେଖାଯିବ)
– ନବରଙ୍ଗପୁର – ୪.୫୭ ରୁ ୫.୩୧ (୩୪ମିନିଟ୍ ଦେଖାଯିବ)
– ନୂଆପଡା – ୪.୫୨ ରୁ ୫.୨୮ (୩୬ମିନିଟ୍ ଦେଖାଯିବ)
– ସବୁଠାରୁ କମ୍ ସମୟ ପାଇଁ କେନ୍ଦ୍ରାପଡାରେ ସୂର୍ଯ୍ୟପରାଗ ଦୃଶ୍ୟମାନ
– ନୂଆପଡାରେ ସବୁଠାରୁ ଅଧିକ ୩୬ ମିନିଟ୍ ପାଇଁ ହେବ ଦୃଶ୍ୟମାନ