କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ନିଧିପଣ୍ଡା ନିକଟ ରେଳ ଧାରଣାରେ ଧସିଲା ମାଟି ଅତଡ଼ା । ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଡାଉନ ଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ ଥିବା ବେଳେ ପାସେଂଜର ଓ ମାଲବାହୀ ଟ୍ରେନ ବାତିଲ ହୋଇଛି । ଯୁଦ୍ଧକାଳୀନ ଭିତିରେ ଚାଲିଛି ମରାମତି କାମ । ଅପ୍ଲାଇନରେ ଟ୍ରେନ୍ ଗୁଡ଼ିକ ଧୀର ଗତିରେ ଚାଲୁଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us