ଲଗାଣ ବର୍ଷା ଯୋଗୁଁ ରେଳ ଧାରଣାରେ ଧସିଲା ମାଟି ଅତଡ଼ା : ଡାଉନ ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ; ଯୁଦ୍ଧକାଳୀନ ଭିତିରେ ଚାଲିଛି ମରାମତି କାମ
କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ନିଧିପଣ୍ଡା ନିକଟ ରେଳ ଧାରଣାରେ ଧସିଲା ମାଟି ଅତଡ଼ା । ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଡାଉନ ଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ ଥିବା ବେଳେ ପାସେଂଜର ଓ ମାଲବାହୀ ଟ୍ରେନ ବାତିଲ ହୋଇଛି । ଯୁଦ୍ଧକାଳୀନ ଭିତିରେ ଚାଲିଛି ମରାମତି କାମ । ଅପ୍ଲାଇନରେ ଟ୍ରେନ୍ ଗୁଡ଼ିକ ଧୀର ଗତିରେ ଚାଲୁଛି ।

Kanak News is now on WhatsApp
Join and get latest news updates delivered to you via WhatsApp