ଯାତ୍ରା ସରିଲା ବଦଳିଲା ରୂପ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନୂଆ ଲୁକକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା।

ଯାତ୍ରା ସରିଲା ବଦଳିଲା ରୂପ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନୂଆ ଲୁକକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା।

କନକ ବ୍ୟୁରୋ: ଯାତ୍ରା ସରିଲା ରୂପ ବଦଳିଲା । ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ନୂଆ ରୂପ । ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ରାହୁଲଙ୍କ ଏହି ନୂଆ ରୂପକୁ ନେଇ ଢେର ଚର୍ଚ୍ଚା କରାଯାଉଛି । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ରାହୁଲଙ୍କ ଏଭଳି ରୂପ ସାମ୍ନାକୁ ଆସିଛି । ଯେଉଁଥିରେ ରାହୁଲ ଗାନ୍ଧୀ ଟି ସାର୍ଟ ବଦଳରେ କୋର୍ଟରେ ନଜର ଆସୁଛନ୍ତି । ଆଉ ଲମ୍ବା ଦାଢି ବଦଳରେ ଦେଖିବାକୁ ମିଳିଛି ଟ୍ରିମ୍ ଦାଢି । ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି ।<iframe title="Rahul Gandhi Trims Bharat Jodo Beard | New Look At Cambridge University Becomes Talk Of The Town" src="https://www.youtube.com/embed/ZL5aT6D9zIc" width="1017" height="572" frameborder="0" allowfullscreen="allowfullscreen"p>

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe