ବଦଳିଲେ ବିଜୁ ମହିଳା ଦଳର ସଭାପତି । ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଦଳର ନୂଆ ସଭାପତି ।

145

କନକ ବ୍ୟୁରୋ : ବଦଳିଲେ ବିଜୁ ମହିଳା ଦଳର ସଭାପତି । ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଦଳର ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନଓ ମଙ୍ଗରାଜ ସୂଚନା ଦେଇଛନ୍ତି । ୨୦୧୮ ନଭେମ୍ବର ମାସରୁ ମିନତୀ ବେହେରା ବିଜୁ ମହିଳା ଦଳର ସଭାପତି ରହି ଆସିଥିଲେ । ଏବେ ଏହି ପଦବୀରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦାୟିତ୍ୱ ଦିଆଯାଇଛି ।

Comments are closed.