କନକ ବ୍ୟୁରୋ : ବଦଳିଲେ ବିଜୁ ମହିଳା ଦଳର ସଭାପତି । ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଦଳର ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନଓ ମଙ୍ଗରାଜ ସୂଚନା ଦେଇଛନ୍ତି । ୨୦୧୮ ନଭେମ୍ବର ମାସରୁ ମିନତୀ ବେହେରା ବିଜୁ ମହିଳା ଦଳର ସଭାପତି ରହି ଆସିଥିଲେ । ଏବେ ଏହି ପଦବୀରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦାୟିତ୍ୱ ଦିଆଯାଇଛି ।
ବଦଳିଲେ ବିଜୁ ମହିଳା ଦଳର ସଭାପତି । ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଦଳର ନୂଆ ସଭାପତି ।
/kanak/media/post_attachments/wp-content/uploads/2020/12/7-27.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)