କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିରରେ ନାଗସାପ । ୩ ଦିନ ଧରି ମନ୍ଦିର ଗର୍ଭଗୃହରେ ରହିଲା ନାଗ । ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଡରିଲେ ପୂଜକ । ଶେଷରେ ସାପକୁ ଉଦ୍ଧାର କଲା ସ୍ନେକ୍ ହେଲ୍ପ ଲାଇନ୍ ।
ଦେଖନ୍ତୁ ଏହି ଭିଡିଓ -
ଲିଙ୍ଗରାଜରେ ନାଗସାପ ! ୩ ଦିନ ଧରି ମନ୍ଦିର ଗର୍ଭଗୃହରେ ରହିଲା ନାଗ
/kanak/media/post_attachments/wp-content/uploads/2017/04/Snake.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)