ଏକ୍ସପ୍ରେସରେ ଧୂଆଁ, ଓହ୍ଲାଇଲେ ଯାତ୍ରୀ: ଟ୍ରେନର ଏସି କୋଚରେ ସଟସର୍କିଟ ଯୋଗୁଁ ଧୂଆଁ ବାହାରିଥିବା ସୂଚନା

Advertisment
ଏକ୍ସପ୍ରେସରେ ଧୂଆଁ, ଓହ୍ଲାଇଲେ ଯାତ୍ରୀ: ଟ୍ରେନର ଏସି କୋଚରେ ସଟସର୍କିଟ ଯୋଗୁଁ ଧୂଆଁ ବାହାରିଥିବା ସୂଚନା

କନକ ବ୍ୟୁରୋ: ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଧୂଆଁ । ଟ୍ରେନର ଏସି କୋଚରେ ସଟସର୍କିଟ ଯୋଗୁଁ ଧୂଆଁ ବାହାରିଥିବା ସୂଚନା । ଏକ୍ସପ୍ରେସ ବି-୫ ବଗିରୁ ଧୂଆଁ ବାହାରିବାରୁ ଓହ୍ଲାଇଗଲେ ଯାତ୍ରୀ । ବ୍ରହ୍ମପୁର ଷ୍ଟେସନରେ ଭୟରେ ଓହ୍ଲାଇଗଲେ ଯାତ୍ରୀ । ଧୂଆଁ ବନ୍ଦ ହୋଇଥିଲେ ବି ଯିବାରୁ ଅମଙ୍ଗ ହେଉଛନ୍ତି ଯାତ୍ରୀ । ନିକଟରେ ବଡ ଦୁର୍ଘଟଣା ଘଟିଥିବାରୁ ଯାତ୍ରୀ ଭୟଭୀତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe