କନକ ବ୍ୟୁରୋ : କରୋନାକୁ ନେଇ ଆସିଛି ଭଲ ଖବର । ୧୦ ଦିନ ହେଲା କ୍ରମାଗତ ଭାବରେ ଓଡ଼ିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ କରୋନା ଆକ୍ରାଙ୍କ ସଂଖ୍ୟା କମୁଥିବା ବେଳେ ଏହା ଆଗକୁ ଆହୁରୀ କମିବା ନେଇ ଆଶା କରାଯାଉଛି । ନୂଆ ପିଜିଟିଭ୍ ମାମଲା ୮.୫୩ ପ୍ରତିଶତରୁ ୬.୩୨ ପ୍ରତିଶତକୁ ଖସି ଆସିଛି ।
ଏହି ସଂଖ୍ୟା ୪ ହଜାର ୧୪୨ରୁ ୨ ହଜାର ୮୩୩ ଯାଏଁ ଖସି ଆସିଛି । କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଗଂଜାମ, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ କମିବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/16-13.jpg)