+୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ: ମେ ୧୯ରେ ହେବାକୁ ଥିବା ପରୀକ୍ଷା ମେ ୩୧କୁ ଘୁଞ୍ଚିଲା

Advertisment
+୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ: ମେ ୧୯ରେ ହେବାକୁ ଥିବା ପରୀକ୍ଷା ମେ ୩୧କୁ ଘୁଞ୍ଚିଲା

କନକ ବ୍ୟୁରୋ: +୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ । ୩ଟି ବିଷୟ ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇଛି । ଗଣିତ, ହୋମ ସାଇନ୍ସ ଓ ବାୟୋଲୋଜୀ ପରୀକ୍ଷା ସୂଚୀରେ ପରିବର୍ତ୍ତନ । ମେ ୧୯ରେ ହେବାକୁ ଥିବା ପରୀକ୍ଷା ମେ ୩୧ରେ ହେବ । ବିଜ୍ଞାନ ପିଲାଙ୍କ ପରୀକ୍ଷା ସୂଚୀରେ କମ ବ୍ୟବଧାନ ଥିବାରୁ ପରିବର୍ତ୍ତନ କରାଯାଇଛି । ପରୀକ୍ଷା ସୂଚୀରେ ପରିବର୍ତ୍ତନ ନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe