କନକ ବ୍ୟୁରୋ : ଟମାଟୋ ଛୁଇଁବାକୁ ଡର ଲାଗୁଛି । ସବୁ ପରିବାରର ଏକ ପ୍ରମୁଖ ପରିବା ହୋଇଥିବା ଟମାଟୋ ଏବେ ହାଣ୍ଡିଶାଳରୁ ଉଭାନ ହେବାକୁ ବସିଲାଣି । କିଲୋ ପିଛା ଦର ଶହେ ଟଙ୍କା ଟପିଯିବା ପରେ ଏମିତି ସ୍ଥିତି ସୃଷ୍ଟି ହୋଇଛି । ସାଧାରଣ ଲୋକଙ୍କ କଥା ଛାଡନ୍ତୁ, ବଡ ବଡିଆ ବି ଏବେ ଟମାଟୋ ଖାଇବାକୁ ଡରିଲେଣି । କେବଳ ଟମାଟୋ ନୁହେଁ ଅନ୍ୟ ପରିବା ଦର ବି ଆକାଶ ଛୁଆଁ ରହିଛି । ୫୦ ତଳେ କୌଣଦସି ପରିବା ନାହିଁ । ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ମାଡ କରିବାରେ ଲାଗିଛି ।
ମଧ୍ୟବିତଙ୍କୁ ବାଧୁଛି ପରିବା ଦର : ହାଣ୍ଡିଶାଳରୁ ଉଭାନ ହେବାକୁ ବସିଲାଣି ଟମାଟୋ, ଭୁବନେଶ୍ୱରରେ କିଲୋ ପ୍ରତି ଦର ଛୁଇଁଲା ୧୦୦ ଟଙ୍କା
/kanak/media/post_attachments/wp-content/uploads/2021/11/10-33.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)