କନକ ବ୍ୟୁରୋ: ସୁରଟରେ ଭୁଶୁଡିଲା ୬ ମହଲା କୋଠା । ଫଳରେ ଏଲଥିରେ ରହୁଥିବା ୭ଜଣଙ୍କର ମୃତ୍ୟୁ ହୋଇସାରିଥିବାବେଳେ , ୬ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ରହିଛି । ଏବେବି ଭଗ୍ନ କୋଠା ତଳେ କିଛି ଲୋକ ଥିବା ଆଶଙ୍କା ଥିବାରୁ ଉଦ୍ଧାର କାର୍ଯ୍ୟରେ ଲାଗିଛି ଏନଡିଆରଏଫ୍ ଟିମ୍ ।
ସେହିପରି ପ୍ରବଳ ବର୍ଷା ଯୋଗୁଁ ଝାଡଖଣ୍ଡ ଦେବଘରରେ କୋଠା ଭୁଶୁଡି ପଡିଛି ଫଳରେ ଏହା ଭିତରେ ୧୦ରୁ ଅଧିକ ଲୋକ ଫଶି ରହିଥିବା କୁହାଯାଉଛି । ଏଠାରେ ମଧ୍ୟ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟକୁ ଜୋରଦାର କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/collapse.jpg)