ଲଦାଖରେ ଫସିଛନ୍ତି ଓଡିଆ ପର୍ବତାରୋହୀ । ମାଉଣ୍ଟ ଷ୍ଟକ ଆଙ୍ଗ୍ରୀ ଚଢିବା ବେଳେ ପ୍ରତିକୂଳ ପାଗର ଶିକାର ହୋଇ ଫସିଛନ୍ତି ୬ ଓଡିଆ ପର୍ବତାରୋହୀ

ଲଦାଖରେ ଫସିଛନ୍ତି ଓଡିଆ ପର୍ବତାରୋହୀ । ମାଉଣ୍ଟ ଷ୍ଟକ ଆଙ୍ଗ୍ରୀ ଚଢିବା ବେଳେ ପ୍ରତିକୂଳ ପାଗର ଶିକାର ହୋଇ ଫସିଛନ୍ତି ୬ ଓଡିଆ ପର୍ବତାରୋହୀ

କନକ ବ୍ୟୁରୋ: ଫସିଛନ୍ତି ଓଡିଆ ପର୍ବତାରୋହୀ । ହିମାଳୟରେ ପର୍ବତ ଆରୋହଣ ପାଇଁ ଯାଇଥିବା ୬ ଓଡିଆ ପ୍ରତିକୂଳ ପାଗର ଶୀକାର ହୋଇଛନ୍ତି । ଲେହ ଓ ଲଦାଖର ଷ୍ଟକ ଆଂଗ୍ରି ଏକ୍ସପିଡିସନ ବେଳେ ଘଟିଛି ଏଭଳି ଅଘଟଣା । ସମୁଦ୍ର ପତନଠାରୁ ୧୯ ହଜାର ଫୁଟ ଉଚ୍ଚରେ ପର୍ବତ ଆରୋହଣ ବେଳେ ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ଏହା ପରେ ପୂରା ଟିମ ପର୍ବତ ଉପରୁ ତଳ କ୍ୟାମ୍ପକୁ ଖସିଆସିଛନ୍ତି । ଓଡିଶାର ୟୋଗବ୍ୟାସ ଭୋଇଙ୍କ ସହ ଏହି ଟିମ ପର୍ବତାରୋହଣ ପାଇଁ ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe