ଦୋହଲିଗଲା ନକ୍ସଲ ଦୁର୍ଗ, ଗୋଟିଏ ଦିନରେ ୬ ସଫା । କନ୍ଧମାଳରେ ୪ମାଓବାଦୀ ନିହତ, ବଲାଙ୍ଗୀର ବେଲପଡ଼ା ଏନକାଉଂଟର ୨ ମୃତ

Advertisment
ମାଲକାନଗିରି ସ୍ୱାଭିମାନ ଅଂଚଳରେ ସରିଲା ମାଓ ଅପରେସନ : ମାଓନେତ୍ରୀ ମୀନାର ଶବ ନେଇ ଫେରିଲେ ଆନ୍ଧ୍ର ଯବାନ

source : Eenadu India

କନକ ବ୍ୟୁରୋ: ଗୋଟିଏ ଦିନରେ ୬ ମାଓବାଦୀ ନିହତ । ସକାଳେ ବଲାଙ୍ଗୀରରେ ଦୁଇ ଜଣଙ୍କୁ ମାରିଥିବା ବେଳେ ସନ୍ଧ୍ୟାରେ କନ୍ଧମାଳରେ ୪ ଜଣ ମାଓବାଦୀଙ୍କୁ ମାରିଛି ପୋଲିସ । ଏମାନଙ୍କ ମଧ୍ୟରେ ଅଛନ୍ତି ୨ ପୁରୁଷ ଓ ୨ ମହିଳା କ୍ୟାଡର ମାଓବାଦୀ । କନ୍ଧମାଳ ସୁଡ୍ରୁକୁମ୍ପାରେ ମାଓ ବିରୋଧୀ ଅପରେସନରେ ପୋଲିସକୁ ମିଳିଛି ଏହି ସଫଳତା ।

publive-image

ସୁଡ୍ରୁକୁମ୍ପାର ଗୋଲାଙ୍କି ଗାଁରେ ମାଓମେଳି ବେଳେ ଯବାନ ଓ ସ୍ଥାନୀୟ ପୋଲିସ ଏନକାଉଁଟର କରିଥିଲା । ଏଥିରେ ଟଳିପଡିଥିଲେ ୪ ଜଣ ମାଓବାଦୀ । ଏବେବି ସ୍ଥାନୀୟ ଅଂଚଳରେ କମ୍ବିଂ ଅପରେସନ୍ ଜାରି ରହିଛି । ଏନକାଉଁଟର ସ୍ଥଳରୁ ବିପୁଳ ପରିମାଣର ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe