ବାହୁବଳୀ ନିର୍ଦେଶକଙ୍କୁ ବ୍ଲାକମେଲ୍ ! ୧୫ ଲକ୍ଷ ଟଙ୍କା ମାଗି ଗିରଫ ହେଲେ ୬ ଅଭିଯୁକ୍ତ

ବାହୁବଳୀ ନିର୍ଦେଶକଙ୍କୁ ବ୍ଲାକମେଲ୍ ! ୧୫ ଲକ୍ଷ ଟଙ୍କା ମାଗି ଗିରଫ ହେଲେ ୬ ଅଭିଯୁକ୍ତ

Image Courtesy : http://resize.khabarindiatv.com

କିଛି ଦିନ ତଳେ ରିଲିଜ୍ ହୋଇଥିବା ସିନେମା ‘ବାହୁବଳୀ - ଦ କନକ୍ଲୁଜନ’ ବକ୍ସ ଅଫିସରେ ଧୁମ୍ ମଚାଉଛି । ସିନେମାଟି ଏଯାଏଁ ପ୍ରାୟ ୧୫୦୦ କୋଟି ଟଙ୍କା କମେଇ ସାରିଛି । ତେବେ ସିନେମାର ସଫଳତାକୁ ଦେଖି କିଛି ଅସାମାଜିକ ବ୍ୟକ୍ତି ଏହାର ନିର୍ଦେଶକଙ୍କୁ ବ୍ଲାକମେଲ୍ କରି ଗିରଫ ହୋଇଛନ୍ତି । କରଣ ଯୋହର ଏବଂ ଅନ୍ୟ ନିର୍ଦେଶକଙ୍କୁ ସିନେମାର ପାଇରେଟେଡ୍ କପି ବିକ୍ରିି କରିବାର ଧମକ ଦେଇ ୧୫ ଲକ୍ଷ ଟଙ୍କା ମାଗୁଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୁଲିସ୍ । ଗିରଫ ମାନଙ୍କ ମଧ୍ୟରେ ବିହାରର ଜଣେ ଥିଏଟର୍ ମାଲିକ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe