କନକ ବ୍ୟୁରୋ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସାରା ଦେଶରେ ମାମା ଭାବେ ପରିଚିତ ଶିବରାଜସିଂ ଚୌହାନ ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ନେବା ପରେ ଶିବରାଜ ସିଂ ଚୌହାନ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ଶିବରାଜଙ୍କୁ ମୋଦୀଙ୍କ ଉପହାର । ଛଡାଇ ନେଇଥିଲେ ମୁଖ୍ୟମନ୍ତ୍ରୀ ପଦ, ଉପହାର ଦେଲେ କେନ୍ଦ୍ରମନ୍ତ୍ରୀ ପଦ
/kanak/media/post_attachments/wp-content/uploads/2024/06/16-9.jpg)