କନକ ବ୍ୟୁରୋ : କଳା ଟଙ୍କା ତଦନ୍ତ ପାଇଁ ଗଠିତ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଆଜି ଏସଆଇଟି ଓଡିଶା ସଂପର୍କିତ ବୈଠକ ବସିବ । ଏଥିରେ ଧଳ ସାମନ୍ତ ଦୁଇ ଭାଇଙ୍କ ଅର୍ଥନୈତିକ କାରବାର, ସମ ହସ୍ପିଟାଲ, ସୁର ଓ ସାରଥୀଙ୍କ ବେଆଇ ଆର୍ଥିକ କାରବାର ସଂପର୍କରେ ଆଲୋଚନା ହେବ ।
ସେହିପରି ଅନ୍ୟ ଚିଟଫଣ୍ଡ ସଂସ୍ଥା ତଦନ୍ତ ପ୍ରସଙ୍ଗରେ ସମୀକ୍ଷା ହେବ । ବୈଠକରେ ସିବିଆଇ, କ୍ରାଇମବ୍ରାଂଚ, ସେଂଟ୍ରାଲ, ଏକ୍ସାଇଜ୍ ଓ ଅନ୍ୟ ଅର୍ଥନୈତିକ ତଦନ୍ତକାରୀ ସଂସ୍ଥାର ଅଧିକାରୀ ଯୋଗ ଦେବେ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-02-10h03m36s567.png)