ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆ ଗିରଫ । ୮ ଘଣ୍ଟା ପଚରାଉଚରା ପରେ ସିବିଆଇର କାର୍ଯ୍ୟାନୁଷ୍ଠାନ ।

ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆ ଗିରଫ । ୮ ଘଣ୍ଟା ପଚରାଉଚରା ପରେ ସିବିଆଇର କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଛି । ଏହା ପୂର୍ବରୁ ସିବିଆଇ ଏହି ମାମଲାରେ ଜଣେ ବ୍ୟୁରୋକ୍ରାଟଙ୍କ ବୟାନ ଗ୍ରହଣ କରିଥିଲା । ଯାଞ୍ଚ ଏଜେନ୍ସି ଦାବି କରିଛି ଯେ, ମନୀଷ ଏହି ଦୁର୍ନୀତିରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହା ସହ ସେ ଅନେକ ନିଷ୍ପତ୍ତି ନେଇଥିଲେ । ୮ ଘଣ୍ଟା ପଚରା ଉଚରା ପରେ ସିବିଆଇର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe