ସିଂଘମ୍ – ୩ରେ ସୁଧାକର

ସିଂଘମ୍ – ୩ରେ ସୁଧାକର

ତାମିଲ ମୁଭି ସିଂଘମ୍ – ୩ରେ ନେଗେଟିଭ୍ ରୋଲରେ ନଜର ଆସିବେ ଓଲିଉଡ୍ର ସୁପରିଚିତ ନିର୍ଦେଶକ ସୁଧାକର ବସନ୍ତ  ।  ଫିଲ୍ମର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଏଥିରେ ସୁପରଷ୍ଟାର୍ ସୁରୟା ଓ ଶ୍ରୁତି ହସନ୍ ମେନ୍ ଲିଡରେ ଅଛନ୍ତି  । ଫିଲ୍ମର ନିର୍ଦେଶନା ଦେଇଛନ୍ତି ହରି ଓ ପ୍ରଯୋଜନା କରିଛନ୍ତି କେ.ଇ ଗଣନାଭେଲ୍ ରାଜା  । ଫିଲ୍ମର ଅନ୍ୟନ୍ୟ ପ୍ରମୁଖ ଭୁମିକାରେ ଅଛନ୍ତି ଅନୁଷ୍କା ସେଟ୍ଟୀ, ସାର୍ଥ ସକସେନା , ରବୋ ଶଙ୍କର ଓ  ସୁରୀ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe