କନକ ବ୍ୟୁରୋ: ଝୁଲନ୍ତା ଅବସ୍ଥାରେ ବିଡିଓଙ୍କ ମୃତଦେହ ଉଦ୍ଧାର । ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ । ସରକାରୀ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି । ୨ ମାସ ହେବ ସିମୁଳିଆରେ ନିଯୁକ୍ତି ହୋଇଥିଲେ ବିଶ୍ୱରଞ୍ଜନ ।
ଝୁଲନ୍ତା ଅବସ୍ଥାରେ ସିମୁଳିଆ ବିଡିଓଙ୍କ ମୃତଦେହ ଉଦ୍ଧାର: ସରକାରୀ ବାସଭବନରୁ ମିଳିଲା ଝୁଲନ୍ତା ମୃତଦେହ
/kanak/media/post_attachments/wp-content/uploads/2023/12/deadbody-1.jpg)