ଶ୍ରୀଲଙ୍କା ସୁନ୍ଦରୀ ତଥା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଏବେ ନଜର ଆସିବେ ଆଇଟମ ନମ୍ବରରେ । ଆଗାମୀ ସିନେମା ‘ରିଲୋଡେଡ’ରେ ସିନେ ଦର୍ଶକମାନେ ତାଙ୍କୁ ଏଭଳି ଅବତାରରେ ଦେଖିବାକୁ ପାଇବେ । ଯାହାର ସୁଟିଂ ନିକଟରେ ଶେଷ ହୋଇଛି । ତେବେ ଗୀତର କୋରିଓଗ୍ରାଫି କରିଛନ୍ତି ଆଦିଲ ଶେଖ ।
ବ୍ୟାଙ୍କକ ଓ ମିଆମୀରେ ଏହି ସିନେମାର ପାଖାପାଖି ୯୦ ପ୍ରତିଶତ ଭାଗ ସୁଟିଂ ଶେଷ କରିବା ପରେ ମୁମ୍ବାଇରେ ଏହାର ଶେଷ ଭାଗ ସୁଟିଂ କରାଯାଇଛି । ତେବେ ଏହି ସିନେମାଟିରେ ମୁଖ୍ୟ ଭୂମିକାରେ ସିଦ୍ଦାର୍ଥ ମାଲୋହୋତ୍ରା ଓ ଜ୍ୟାକଲିନଙ୍କୁ ଦେଖିବାକୁ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/hqdefault-12.jpg)