କନକ ବ୍ୟୁରୋ : ଆଜି ବୁଜି ଦେଲା ଆହତ ହାତୀ । ଗୁଳି ମାଡ଼ ଯୋଗୁଁ ଗତ ୪ ଦିନ ହେଲା, କଟକ ବନଖଣ୍ଡ ଡାଳିଯୋଡା଼ ରେଞ୍ଜ ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ଥିବା ହାତୀ ଶେଷରେ ଆଖି ବୁଜି ଦେଇଛି । କେହି ଜଣେ ଶିକାରୀ କିମ୍ବା ଆତତାୟୀ ହାତୀ ଉପରେ ଗୁଳିମାଡ଼ କରିଥିବା ନେଇ ସନ୍ଦେହ କରାଯାଉଛି ।
ଅନୁଗୁଳରୁ ଏକ ବିଶେଷଜ୍ଞ ଟିମ୍ ଆସିି ଅସୁସ୍ଥ ହାତୀର ଚିକିତ୍ସା କରୁଥିଲେ । ହେଲେ ଆଜି ସକାଳେ ମୃତ୍ୟୁ ବରଣ କରିଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Follow Us
/kanak/media/post_attachments/wp-content/uploads/2020/09/Screen-Shot-2020-09-28-at-9.34.27-AM.png)