କନକ ବ୍ୟୁରୋ: ସାପ କାମୁଡ଼ାରେ ଭାଇ, ଭଉଣୀ ମୃତ। ବଲାଙ୍ଗୀର ସଇଁତଲା ଯାମପଦର ଗାଁରେ ଘରେ ଶୋଇଥିବା ସମୟରେ ସାପକାମୁଡିଵା ଯୋଗୁଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଚିକିତ୍ସା ବେଳେ ଉଭୟଙ୍କ ମୃତ୍ୟୁ ହୋଇଛି। ମୃତ ଭାଇ ଭଉଣୀ ହେଲେ ୬ବର୍ଷୀୟ ମୋନିକା ସାଗର ଓ ୯ବର୍ଷୀୟ ଭାବଗ୍ରାହୀ ସାଗର। ମୁହଁରୁ ଫେଣ ବାହାରିଵା ଦେଖି ଘର ଲୋକ ଡାକ୍ତଙ୍କ ପାଖକୁ ନେଇ ଥିଲେ। ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଛି।
ସାପ ନେଲା ଭାଇ ଭଉଣୀଙ୍କ ଜୀବନ ; ଶୋଇଥିବା ସମୟରେ ସାପ କାମୁଡାରେ ଚାଲିଗଲା ପ୍ରାଣ, ବଲାଙ୍ଗୀର ସଇଁତଲାର ଘଟଣା
/kanak/media/post_attachments/wp-content/uploads/2024/07/37-13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)