ଭୁବନେଶ୍ୱରେ ସଟଡାଉନ ବେଳେ ବାରରେ ଖୁଲମଖୁଲା ଚାଲିଥିଲା ମଦ ବିକ୍ରି: ବିଏମସି ଓ ପୋଲିସ ଅଧିକାରୀଙ୍କ ମିଳିତ ଚଢାଉ

Advertisment
ଭୁବନେଶ୍ୱରେ ସଟଡାଉନ ବେଳେ ବାରରେ ଖୁଲମଖୁଲା ଚାଲିଥିଲା ମଦ ବିକ୍ରି: ବିଏମସି ଓ ପୋଲିସ ଅଧିକାରୀଙ୍କ ମିଳିତ ଚଢାଉ

କନକ ବ୍ୟୁରୋ: ସଟଡାଉନ ସମୟରେ ରାଜଧାନୀରେ ସବୁ ବନ୍ଦ ଥିବା ବେଳେ ଖୁଲମଖୁଲା ବାରରେ ଚାଲିଛି ମଦ ବେପାର । ଏମିତି ଏକ ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆମ ପାଖରେ ଏହି ଭିଡିଓ ପହଂଚିବା ପରେ ଆମେ ଏହାର ସତ୍ୟାସତ୍ୟ ଯାଂଚ କଲୁ ।

publive-image

ଏକ ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ଭିଡିଓ ପଛର ସତ ଜାଣିବା ପରେ ଏହି ଚିତ୍ରକୁ ଆମେ ଆପଣଙ୍କ ଆଗରେ ରଖୁଛୁ । ଆମ ପ୍ରତିନିଧି ଘଟଣା ସ୍ଥଳରେ ପହଂଚିବାବେଳକୁ ବିଏମସି ଏବଂ ପୋଲିସ ଅଧିକାରୀ ସେଠାରେ ରେଡ କରିବାର ଚିତ୍ର ଦେଖିବାକୁ ମିଳିଛି । ଭୁବନେଶ୍ୱର ଗ୍ୟାରେଜ ଛକରେ ଥିବା ହୋଟେଲ ଉତ୍କଳ ଇନରେ ଖୋଲାଖୋଲି ଚାଲିଥିଲା ମଦ ବେପାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe